For full functionality of this site it is necessary to enable JavaScript. Here are the instructions how to enable JavaScript in your web browser. LLF - ଭାଷା ଏବଂ ଶିକ୍ଷା ଫାଉଣ୍ଡେସନ୍ | ସର୍ବେକ୍ଷଣ
ଭାଷା ସର୍ବେକ୍ଷଣ ପ୍ରଶ୍ନାବଳୀ - ଓଡ଼ିଶା (ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ)
 
A. ବିଦ୍ୟାଳୟ ସମ୍ବନ୍ଧିତ ତଥ୍ୟ
 
 
 
 
 
B. ଶିକ୍ଷକ / ଶିକ୍ଷୟିତ୍ରୀ ସମ୍ବନ୍ଧିତ ତଥ୍ୟ
 
 
 
C. ‘ଶିକ୍ଷାଦାନର ଭାଷାକୁ’ (Medium of instruction) କୁ ବୁଝିବା ଓ କହିବାର ଦକ୍ଷତା
ବିଦ୍ୟାଳୟରେ ଭାଷା ବିଷୟଗୁଡ଼ିକ ବ୍ୟତୀତ ଅନ୍ୟ ସବୁ ବିଷୟକୁ ପଢ଼ାଇବା ପାଇଁ ବ୍ୟବହୃତ ଭାଷା, ଯାହା ରାଜ୍ୟ ଦ୍ୱାରା ନିର୍ଦ୍ଧାରିତ ପାଠ୍ୟପୁସ୍ତକ ଓ ପରୀକ୍ଷାର ଭାଷା ହୋଇଥାଏ , ଏହାକୁ ‘ଶିକ୍ଷାଦାନର ଭାଷା’ କୁହାଯାଏ ।
 
 
 
 
D. ଶିକ୍ଷାର୍ଥୀଙ୍କ ଘରଭାଷା-1 ରେ ଶିକ୍ଷକଙ୍କର ଦକ୍ଷତା /ସାମର୍ଥ୍ୟ
ଘରଭାଷା: ‘ଘରଭାଷା ହେଉଛି ସେହି ଭାଷା / ଉପଭାଷା ଯାହାକୁ ପିଲାମାନେ ବହୁତ ଭଲ ଭାବରେ ଜାଣନ୍ତି । ପ୍ରଥମ ଥର ବିଦ୍ୟାଳୟ (ଶିଶୁବାଟିକା କିମ୍ବା ପ୍ରଥମ ଶ୍ରେଣୀ) ଆସିବା ସମୟରେ ପିଲାମାନେ ଯେଉଁ ଭାଷା / ଉପଭାଷାକୁ ଭଲଭାବରେ ବୁଝିପାରନ୍ତି ଓ କହିପାରନ୍ତି ।
ଘରଭାଷା - 1: ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ଯେଉଁ ଭାଷାକୁ ସବୁଠୁ ଅଧିକ ପିଲା ଜାଣିଛନ୍ତି ।
 
 
 
 
 
 
E. ଶିକ୍ଷାର୍ଥୀଙ୍କ ଘରଭାଷା-2 ରେ ଶିକ୍ଷକଙ୍କର ଦକ୍ଷତା /ସାମର୍ଥ୍ୟ
ଘର ଭାଷା -2 : ଏହି ଭାଷା, ଭାଷା-1 ପରେ ଅଧିକାଂଶ ପିଲାଙ୍କର ଘରଭାଷା ଅଟେ ।
 
 
 
 
 
F. ଶିକ୍ଷାର୍ଥୀଙ୍କ ଘର ଭାଷା-3 ରେ ଶିକ୍ଷକଙ୍କର ଦକ୍ଷତା /ସାମର୍ଥ୍ୟ
ଘର ଭାଷା -3: ଏହି ଭାଷାଟି ଘରଭାଷା-1 ଓ ଘରଭାଷା-2 ପରେ ଅଧିକାଂଶ ପିଲାମାନଙ୍କର ଘରଭାଷା ଅଟେ ।
 
 
 
 
 
G. ଅନ୍ୟ ଘରଭାଷା
ଏହି ଭାଷାଟି ଘରଭାଷା ୧, ୨, ୩ ପରେ ଅଧିକାଂଶ ପିଲାମାନଙ୍କ ଘରଭାଷା ଅଟେ ।
 
 
H. ବହୁଭାଷୀ ପିଲାଙ୍କ ସଂଖ୍ୟା
 
 
I. ପିଲାଙ୍କ ଭାଷା ଜାଣିଥିବା ଶିକ୍ଷକଙ୍କ ସଂଖ୍ୟା
 
 
J. ଲିଙ୍କ / ସଂଯୋଗୀ ଭାଷା
ଲିଙ୍କ / ସଂଯୋଗୀ ଭାଷା : ଲିଙ୍କ / ସଂଯୋଗୀ ଭାଷା ଏକ ଏପରି ଭାଷା ଅଟେ, ଯାହାକୁ ଘର ବାହାରେ କୁହାଯାଏ । ଏହି ଭାଷାକୁ ଗୋଷ୍ଠୀସଦସ୍ୟଙ୍କ ଦ୍ଵାରା ବ୍ୟାପକ ଭାବେ ବ୍ୟବହାର କରାଯାଏ । ଏହି ଭାଷାକୁ ବ୍ୟବହାର କରି ଲୋକମାନେ ନିତିଦିନ ଜୀବନ ଅତିବାହିତ କରନ୍ତି । ଏହି ଭାଷା ‘ଶିକ୍ଷାଦାନ’ ର ମାଧ୍ୟମ ମଧ୍ୟ ହୋଇନଥାଏ ।
 
 
 
 
 
 
 
 
 
 
 
K. ବହୁଭାଷୀ ଶିକ୍ଷଣ ସାମଗ୍ରୀ